#RathYatraPuri | ଯେଉଁ ମାନେ ଟୁଇଟର (twitter) ସହ ସମ୍ପୃକ୍ତ ସେମାନେ ଏମିତି ନାଁ ସହ ସୁପରିଚିତ | ଅନ୍ୟ ମାନଂକ ପାଇଁ କହିରଖେ, ଏ ହେଉଛି hashtag ଯାହା ଦ୍ବାରା ସୋସିଆଲ ମିଡ଼ିଆରେ ଗୋଟେ ବିଷୟ ଖୋଜିବା (search) ସହଜ ହୋଇଥାଏ | ବହୁ ଲୋକ ଗୋଟାଏ ବିଷୟରେ ଏକା ସମୟରେ ଟୁଇଟ କଲେ ତାହା ଟ୍ରେଣ୍ଡ (trend) ହୋଇଯାଏ | ସର୍ବଶ୍ରେଷ୍ଠ ଦଶ ଟ୍ରେଣ୍ଡ କୁ ଦେଖି ସେ ସମୟରେ ସୋସିଆଲ ମିଡ଼ିଆରେ କଣ ଚାଲିଛି ତାହା ଜଣା ପଡିଥାଏ |
ହାତ ଗଣତି କିଛି ଓଡ଼ିଆଙ୍କୁ ନେଇ ଆମ ଟୁଇଟର ଜଗତ | ଅନେକ ସମୟରେ ଆମେ ଟୁଇଟରରେ ଚେଷ୍ଟାକରୁ ଓଡ଼ିଶା କୁ ନେଇ କିଛି ଗୋଟେ ଟ୍ରେଣ୍ଡ କରିବାକୁ | କିନ୍ତୁ ସଂଖ୍ୟା ର ଅଭାବ | ଅନ୍ୟମାନେ ସେମାନଂକ କଳା, ସଂସ୍କୃତି କୁ ସାରା ବିଶ୍ବ ଆଗରେ ଉପସ୍ଥାପିତ କରୁଥିବା ବେଳେ ଆମେ ପଛରେ ପଡିଯାଉ | ଉତ୍କଳ ଦିବସ ରେ ବହୁ ଚେଷ୍ଟାକରି ବି ଆମେ ସଫଳ ହେଲୁନାହିଁ ଓଡ଼ିଶା କୁ ଟ୍ରେଣ୍ଡ କରିବାକୁ | ଶେଷରେ ଆମେ ସଫଳ ହେଲୁ ଆମ କଳା ଠାକୁରଂକ ରଥଯାତ୍ରା କୁ ଟ୍ରେଣ୍ଡ କରିବାରେ |
2014 ରଥଯାତ୍ରା ର କିଛି ଅନାବନା (random) ଟୁଇଟ କୁ ନେଇ ଏ ବ୍ଲଗ |
Baijayant Jay Panda @PandaJay
It's here! The originial, the biggest, the best! Happy Ratha Jatra, may Lord #Jagannath bless you and your loved ones
#RathYatraPuri
|| ଜୟ ଜଗନ୍ନାଥ ||
ହାତ ଗଣତି କିଛି ଓଡ଼ିଆଙ୍କୁ ନେଇ ଆମ ଟୁଇଟର ଜଗତ | ଅନେକ ସମୟରେ ଆମେ ଟୁଇଟରରେ ଚେଷ୍ଟାକରୁ ଓଡ଼ିଶା କୁ ନେଇ କିଛି ଗୋଟେ ଟ୍ରେଣ୍ଡ କରିବାକୁ | କିନ୍ତୁ ସଂଖ୍ୟା ର ଅଭାବ | ଅନ୍ୟମାନେ ସେମାନଂକ କଳା, ସଂସ୍କୃତି କୁ ସାରା ବିଶ୍ବ ଆଗରେ ଉପସ୍ଥାପିତ କରୁଥିବା ବେଳେ ଆମେ ପଛରେ ପଡିଯାଉ | ଉତ୍କଳ ଦିବସ ରେ ବହୁ ଚେଷ୍ଟାକରି ବି ଆମେ ସଫଳ ହେଲୁନାହିଁ ଓଡ଼ିଶା କୁ ଟ୍ରେଣ୍ଡ କରିବାକୁ | ଶେଷରେ ଆମେ ସଫଳ ହେଲୁ ଆମ କଳା ଠାକୁରଂକ ରଥଯାତ୍ରା କୁ ଟ୍ରେଣ୍ଡ କରିବାରେ |
2014 ରଥଯାତ୍ରା ର କିଛି ଅନାବନା (random) ଟୁଇଟ କୁ ନେଇ ଏ ବ୍ଲଗ |
Rare old map b4 circa1800 showing Jagannath pagoda #RathYatraPuri
Baijayant Jay Panda @PandaJay
It's here! The originial, the biggest, the best! Happy Ratha Jatra, may Lord #Jagannath bless you and your loved ones

The Rath Yatra of Jagannath dates back to the Period of the PURANAS ..the Brahma Purana,Padma Purana,Skanda Purana mention it #RathYatraPuri
Such beautiful relationship between Lord & Devotee! You can see this only in #RathYatraPuri #Odisha
Jagannatha Swamy Nayana Patha Gaami...Bhava Tumey!
Jay Jagannath! #RathYatraPuri It's d day when our beloved Lord goes on his annual outing!
Ki sundara besha mo Kalia Kanhu ra dekha
Saaji hei chalile bada bhai o bhauni sahita:)
#RathYatraPuri #Odisha
"Jagannatha is the ocean of mercy & the true friend of all the worlds."
- Adi Shankaracharya
#RathYatraPuri
Cherra Pahanra starts :) An age old tradition of the king sweeping the chariot before it is pulled. #RathYatraPuri
Sankaracharya skips his customary ritual of mounting on chariots and venerating The Trinity. Black day for Jagannath culture. #RathYatraPuri
Homesickness reaches peak on occasions like Rath Jatra. You have to be an NRO - Non-resident Odia to actually feel the agony #RathYatrapuri
My Mom used 2 tell me #RathYatraPuri shows us how entrenched Rashtra Dharma is in Sanatani traditions. King sweeps the chariots of deities.
Darpadalana is guarded by Jayadurga, and the charioteer is Arjuna, Flag is called Nadambika #RathYatraPuri
Hey @e_chitrakar, ଭାଇନା ହୋ, #RathYatraPuri ଭିଡ଼ ରେ ହଜିଗଲ କି ?? କାହିଁ ଦିଶୁନା ??
ସର୍ବ ଆତ୍ମ ନନ୍ଦିଘୋଷ
ବିଜେ ତହିଁ ଜଗନ୍ନାଥ
ଜୀବନ ବଡ଼ ଦାଣ୍ଡ ରେ
ନୀତି ଚାଲେ ରଥ ଯାତ |
#RathYatraPuri
1)Raja of Puri, Gajapati Maharaj, head of the temple Mngmnt, performs the duties of a sweeper, Chera Pohara, on the chariot. #RathYatraPuri
ରଥଯାତ୍ରା ପୁରୀ : ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ବ୍ୟବହୃତ କାଠର ସଂଖ୍ୟା ୭୪୨ ଖଣ୍ଡ #RathYatraPuri #RathYatraPuri
That first view of Jagannath... The 'taahia' swaying back and forth is one of the greatest spectacle, moves people to tears.. #RathYatraPuri
PURIWAVES @PURIWAVES
Presiding Deities TALADHWAJA Ratha Ganesh, Kartikeya, Sarvamangala,Pralambari..#RathYatraPuri http://bit.ly/purirathyatra
Jagannath swamy nayana pathagami bhabatume #RathYatraPuri
Watch #RathYatraPuri #LIVE on @DDNational to know all about Jagannath temple, Car festival & Lord Jagannath. https://www.youtube.com/watch?v=xY_xARHqNMk …
Normally, He trends over hearts of Hindus in general & Odias in particular. Today Lord Jagannath trends on Twitter as well. #RathYatraPuri
#RathYatraPuri top trending in India now. #JaiJagannath
@sambitswaraj @PandaJay @arvindpadhee Finally we made it to top trend in #India, #RathYatraPuri . Thnx for contri
|| ଜୟ ଜଗନ୍ନାଥ ||